ପ୍ରତିଶୋଧ ପାଇଁ ୫୮ଟି ଗୋମାତାଙ୍କୁ ବିଷଦେଇ ହତ୍ୟା କଲା ଯୁବକ

ନୋଏଡା: ନିଜର ପ୍ରତିଶୋଧ ପୂରଣ ପାଇଁ ୫୮ଟି ଗୋମାତାଙ୍କୁ ବିଷ ଦେଇ ହତ୍ୟା କଲା ଯୁବକ। ଉତ୍ତରପ୍ରଦେଶ ନୋଏଡାର ସୁରଜପୁରରେ ଜଣେ ବ୍ୟକ୍ତିଙ୍କ ୫୮ଟି ଗାଈକୁ ବିଷ ଦେଇ ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ କମିଶନର ଆଲୋକ ସିଂ କହିଛନ୍ତି ଯେ ସୁରଜପୁର ଗାଁରେ ଓମବୀର ନାଗରଙ୍କର ଏକ ଗୋଶାଳା ଥିଲା। ଯେଉଁଠାରେ ସେ ଶତାଧିକ ଗାଈ ରଖିଛନ୍ତି। ତେବେ ଓମବୀରଙ୍କ ଫାର୍ମରେ ଗତ … Continue reading ପ୍ରତିଶୋଧ ପାଇଁ ୫୮ଟି ଗୋମାତାଙ୍କୁ ବିଷଦେଇ ହତ୍ୟା କଲା ଯୁବକ